ଚଳିତ ବର୍ଷ ସ୍ଵାଭାବିକ ରହିବ ମୌସୁମୀ ବର୍ଷା

0
30

ଚାଷୀଙ୍କ ପାଇଁ ଖୁସି ଖବର l ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ବାଭାବିକ ରହିବ ବୋଲି ଆଇଏମ୍‌ଡି ଡିଜି କେ. ଜେ. ରମେଶ କହିଛନ୍ତି। ଏଥର ୯୭ ପ୍ରତିଶତ ବର୍ଷା ହେବାର ଅନୁମାନ କରାଯାଇଛି। ପାଣିପାଗ ବିଭାଗ ମୁତାବକ, ଚଳିତ ବର୍ଷ ଦେଶର ପ୍ରତ୍ୟେକ ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।  କମ ବର୍ଷା ହେବାର ସମ୍ଭାବନା ବହୁତ କମ ରହିଛି।  ମାତ୍ର ମୌସୁମୀ କେରଳ ଛୁଇଁବା  ନେଇ ମେ ୧୫ରେ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯିବ।

LEAVE A REPLY

Please enter your comment!
Please enter your name here