ଆସନ୍ତୁ ଜାଣିବା ଧନିଆ ପତ୍ରର ଉପକାରୀତା ସମ୍ବନ୍ଧରେ

0
40

୧-ଖାଇବା ପିଇବା ଅବହେଳା ପାଇଁ ପେଟ ଗ୍ୟାସ ହୋଇଥାଏ । ଶୀତ ଦିନରେ ଧନିଆ ପତ୍ର ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
୨- ଖାଇବା ପିଇବା ଅବହେଳା ହେଲେ ପେଟ ଖରାପ ହେବା ସମସ୍ୟା ଦେଖାଯାଏ । ଏହି ସମୟରେ ଧନିଆ ପତ୍ରକୁ ଚଟନୀ କରି ଖାଆନ୍ତୁ । ରୋଗ ପ୍ରତିରୋଧକ କ୍ଷମତା ବଢାଇବ । ଯାହା ଫଳରେ ପେଟ ସମସ୍ୟାରୁ ରକ୍ଷା ପାଇବେ।
୩- ଧନିଆ ପତ୍ରରେ ଭରପୂର ମାତ୍ରାରେ ଭିଟାମିନ ଏ, ସି ରହିଛି । ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ମୁକ୍ତି ପାଇବେ । ଥଣ୍ଡା ଓ କାଶ ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ ।
୪- ମଧୁମେହ ରୋଗ ପାଇଁ ଧନିଆ ପତ୍ର ଉପଯୋଗୀ । ଏହାକୁ ଖାଇବା ଦ୍ୱାରା ରକ୍ତର ଇନସୁଲିନ ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ । ଯାହା ଫଳରେ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ।
୫ -ବର୍ତ୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ଦେଖାଯାଉଛି । ଯାହା ଫଳରେ ଶରୀର ଦୁର୍ବଳ ଲାଗିଥାଏ । ସେଥିପାଇଁ ଧନିଆ ପତ୍ର ଖାଆନ୍ତୁ । ଧନିଆ ପତ୍ରରେ ରହିଥିବା ଭିଟାମିନ ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବାରେ ସହାୟତା ହୋଇଥାଏ l

LEAVE A REPLY

Please enter your comment!
Please enter your name here