ବସ୍‌ରୁ ୨୧ କେଜି ଗଞ୍ଜେଇ ଜବତ, ଯୁବତୀ ଗିରଫ

0
143

ସୁଡ୍ୟାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ୍‌ରୁ ବାଲିଗୁଡା ପୁଲିସ ୨୧ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ଜଣେ ଯୁବତୀକୁ ଗିରଫ କରିଛି । ଗିରଫ ଯୁବତୀ ମନ୍ତୀ ଦିଗାଳ(୨୫)କୁ ପୁଲିସ କୋର୍ଟ ଚାଲା କରିଛି । ପୁଲିସ ଖବର ପାଇ ବାଲିଗୁଡ଼ା ବସ ଭିତରେ ଥିବା ଗଞ୍ଜେଇ ବସ୍ତାକୁ ଜବତ କରିବା ସହିତ ଦୁଇ ଯୁବତୀଙ୍କୁ ଅଟକ ରଖିଥିଲେ। ପରେ ସେମାନଙ୍କୁ ବାଲିଗୁଡ଼ା ଥାନାକୁ ଆଣି ପଚରା ଉଚାରା କରିବା ପରେ ଜଣକୁ ଛାଡ଼ିଦେଇଥିଲା ।

LEAVE A REPLY

Please enter your comment!
Please enter your name here