ବାରତଙ୍ଗ ଘାଟୀରେ ଟ୍ରକ ଓଲଟି ୭ ମୃତ ୮ ଗୁରୁତର

0
77

ଗଜପତି ଜିଲା  କାଶୀପୁର ଅନ୍ତର୍ଗତ ବାରତଙ୍ଗ ଘାଟୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଇଟା ବୋଝେଇ ଟ୍ରକ ଓଲଟି ପଡିବାରୁ ଏହି ଟ୍ରକରେ ଥିବ ୭ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ୨ ଜଣ ଗୁରୁତରଙ୍କର ମୃତ୍ୟୁ ହୋଇଛି । ଏଥିର ୮ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here