ବିଶ୍ୱର ଧନୀ ସହର ତାଲିକାରେ ସ୍ଥାନ ପାଇଲା ମୁମ୍ୱାଇ

0
146
ଏହି ତାଲିକାରେ ସହରବାସୀଙ୍କ ସମ୍ପତ୍ତି, କ୍ୟାଶ, ସେୟାର ଏବଂ ବ୍ୟବସାୟରେ ଯୋଗଦାନ ଆଧାରକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହା ସହ ଋଣକୁ ଏଥିରୁ ବାଦ ଦିଆଯାଇ ସମ୍ପତ୍ତିର ଆକଳନ କରାଯାଇଥାଏ। ସେହିପରି ସରକାରଙ୍କ ତରଫରୁ ଦିଆଯାଇଥିବା ଫଣ୍ଡକୁ ଏଥିରେ ସାମିଲ କରାଯାଇନଥାଏ। ସହରର ୨୮ଜଣ ବ୍ୟକ୍ତିଙ୍କ ନିକଟରେ ଏକ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ସମ୍ପତ୍ତି ରହିଛି। ଏହି ସହରରେ ବିଶ୍ୱର ୧୨ତମ ସବୁଠାରୁ ବଡ ଷ୍ଟକ ଏକ୍ସେଞ୍ଜ ରହିଛି।

LEAVE A REPLY

Please enter your comment!
Please enter your name here