fbpx
Browsing Category

ମନୋରଞ୍ଜନ

(Video) ସାଢ଼େ ୭ ବର୍ଷ ଧରି ସବୁ ସମ୍ପର୍କ ରଖିଲା, ହେଲେ ଏବେ ତୋର ଇଜ୍ଜତ ନାହିଁ କହି ବାହା ହେବାକୁ ମନା କରୁଛି: ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ…

ଏହି ଗୋଟିଏ ଜିନିଷ ଲାଗି ମଲାଇକା ୫୦ରେ ଦେଖାଯାଉଛନ୍ତି ୨୫ ପରି, ଆପଣ ବି ଆପଣାଇ ପାରିବେ

ଓଡ଼ିଶା ଭାସ୍କର: ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ଦେଖି ତାଙ୍କ ବୟସର ଅନୁମାନ ଲଗାଇବା ବହୁତ କଠିନ । ସେ ୫୦ରେ ପହଞ୍ଚିଥିଲେ ବି ୨୫ ପରି ନଜର ଆସନ୍ତି । ୟଙ୍ଗ ଓ ଫିଟ୍ ରହିବା ଲାଗି ମଲାଇକା ନିଜ ଡାଏଟ୍ ଓ ଲାଇଫ୍‌ଷ୍ଟାଇଲ…

କିଏ ଏହି ଟେଙ୍ଗେ ଟେଙ୍ଗେ? ଜାଣନ୍ତୁ, ଏହି Viral Boyଙ୍କ ବିଷୟରେ କିଛି ଖାସ୍ ରିପୋର୍ଟ

ଓଡ଼ିଶା ଭାସ୍କର: ଆପଣମାନେ ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ 'ଟେଙ୍ଗେ ଟେଙ୍ଗେ' ନାମକ ଏକ ଗୀତ ନିହାତି ଦେଖିବାକୁ ପାଇବେ। ଆଉ ଏହି ଗୀତରେ କିଟିକିଟ୍ ରଙ୍ଗର କଳା ଓ ବଡ଼ ବଡ଼ ଆଖିଥିବା ଜଣେ ଆଫ୍ରିକୀୟ ପିଲା ନାଚୁଥିବା…

ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ସଞ୍ଜୟ ଦତ୍ତ? ଖଟ୍ଟରଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ସଞ୍ଜୁ ବାବା….

ମୁମ୍ବାଇ: ବଲିଉଡ ସିନେ ଜଗତର 'ଖଳନାୟକ' ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି । ତେବେ ଚଳିତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ମୁନ୍ନା ଭାଇ । ସିଲଭର ସ୍କ୍ରିନରେ…

(Video)ବିଜେପିରେ ଯୋଗ ଦେବା ପରେ କଙ୍ଗନା କିଣିଲେ ୨.୪କୋଟି ମୂଲ୍ୟର କାର୍‌, ଭିଡିଓ ହେଉଛି ଭାଇରାଲ୍‌

ଓଡ଼ିଶା ଭାସ୍କର:ଅଭିନେତ୍ରୀ କଙ୍ଗନା ରାଣାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜେପିରେ ଯୋଗ ଦେଇଥିବା କଙ୍ଗନା ହିମାଚଳପ୍ରଦେଶ ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏବେ କଙ୍ଗନା ୨.୪କୋଟି ମୂଲ୍ୟର…

(Video) ରିଲିଜ ହେଲା ‘Pushpa 2’ର ଧମାକାଦାର ଟିଜର, ସାଢୀ, ଝୁମକା ଏବଂ ଘୁଙ୍ଗୁର ପିନ୍ଧି ଜନ୍ମ ଦିନରେ ନଜର ଆସିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ନିଜ ଜନ୍ମ ଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଆକ୍ଟରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ପୁଷ୍ପା-୨: ଦ ରୁଲ’ର ମେକର୍ସ ଫ୍ୟାନ୍ସଙ୍କୁ ବଡ଼ ଉପହାର ପ୍ରଦାନ କରି ଫିଲ୍ମର…

ବିଶିଷ୍ଟ ସିନେମାଟୋଗ୍ରାଫର ଗଙ୍ଗୁ ରାମସେଙ୍କ ନିଧନ, ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ସିନେମାଟୋଗ୍ରଫର ତଥା ଫିଲ୍ମ ନିର୍ମାତା ଗଙ୍ଗୁ ରାମସେ(Gangu Ramsay)ଙ୍କ ଦେହାନ୍ତ ହୋଇଛି । ରବିବାର ୮୩ ବର୍ଷ ବୟସରେ ମୁମ୍ବାଇର ଏକ…

(Video) ସେଲଫି ନେଉଥିବା ଫ୍ୟାନ୍ସଙ୍କ ଉପରକୁ ହାତ ଉଠାଇଲେ ଜ୍ୟାକି ଶ୍ରଫ୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ ନିଜ ବିନ୍ଦାସ ଅନ୍ଦାଜ ପାଇଁ ବହୁ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସଙ୍କ ସହ ମଜାଳିଆ ବିହେଭିୟର କ୍ୟାପଚର କରାଯାଉଛି । ହେଲେ ଏଥର ଆକ୍ଟର ନିଜର ଏକ ନୂଆ ଭିଡିଓକୁ ନେଇ…

Do Aur Do Pyarର ଟ୍ରେଲର ରିଲିଜ୍‌, ଏକ୍ସଟ୍ରା ମେରିଟାଲ ଆଫେୟାରର କନଫ୍ୟୁଜନରେ ଛନ୍ଦି ହୋଇଛି କାହାଣୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି ।…

ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ବିଦେଶରେ ଶୁଟିଂ ସମୟରେ ରାସ୍ତାକଡ଼କୁ ଓଲଟିଲା ଗାଡ଼ି

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର…