fbpx
Browsing Category

ରାଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ: ମେ’ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ବହୁଛି ନିର୍ବାଚନ ତାତି । ଓଡ଼ିଶା ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉତିବା ବେଳେ ନିର୍ବାଚନ କମିଶନ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ…

ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ବୀଭତ୍ସ ହତ୍ୟା, ଦେଢଶୁର ମାରିଥିବା ଅଭିଯୋଗ

କୁଚିଣ୍ଡା: ଦଲକିବାହାଲ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ହତ୍ୟା କରାଯାଇଛି । ମହିଳାଙ୍କ ଦେଢଶୁର ମାଆ-ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି…

Big Breaking: ବାଇକରେ ଯାଉଥିଲେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜଣଙ୍କ ପ୍ରାଣ

ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜନା ସୃଷ୍ଟି କରିଛନ୍ତି…

ସାରା ରାଜ୍ୟରେ ତାତିର ତାଉ ଅଗ୍ନିବର୍ଷା, ୫ ଦିନ ଯାଏ ମିଳିବନି ନିସ୍ତାର

ଭୁବନେଶ୍ୱର: ନୂଆ ରେକର୍ଡ ସୃଷ୍ଟି କଲାଣି ଏପ୍ରିଲ ମାସ । ଲଗାତାର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଅସମ୍ଭାଳ ହେବ । ଆକାଶରୁ ବର୍ଷିବ ନିଆଁ । ୨ ଦିନ ପାଇଁ ରେଡ୍…

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲେ ସାବଧାନ: କାମ କରୁଛି କ୍ରାଇମବ୍ରାଞ୍ଚର ୨୪ ଘଣ୍ଟିଆ ଟିମ୍, ମୋବାଇଲକୁ ଟ୍ରାକ୍ କରି କରାଯିବ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଇଣ୍ଟରନେଟ୍ ଜମାନାରେ ଅଧିକାଂଶ ଯୁବପୀଢ଼ିଙ୍କର କିଛି ଖରାପ ଅଭ୍ୟାସ ରହିଥାଏ । ତେବେ ସେଥି ମଧ୍ୟରୁ ଗୋଟିଏ କୁଅଭ୍ୟାସ ହେଉଛି ଅନଲାଇନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି (ଶିଶୁ ଯୌନ ଶୋଷଣ)…

ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!

ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି…

ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍‌, ସନ୍ଦିଗ୍ଧ ଡ୍ରୋନକୁ ନେଇ ଚାଲିଛି ତଦନ୍ତ

ଓଡ଼ିଶା ଭାସ୍କର: ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍ । ନିର୍ବାଚନ ସମୟରେ ଯେତେବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେତେବେଳେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଲପାହାଡ଼…

ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି…

ରଥଯାତ୍ରା ପ୍ରସ୍ତୁତି; ପୁରୀରେ ପହଂଚିଲା ୩ୟ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୁରୀ । ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ରଥଖଳାରେ ଆସି ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ୨୩ ଫୁଟିଆ ଅସନ,…

ପୋଲିସ ହାତରେ ଧରା ପଡ଼ିଲେ ୨ ଗଞ୍ଜେଇ ଚାଲାଣକାରୀ, ୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଗାଡ଼ି ଜବତ

ଓଡ଼ିଶା ଭାସ୍କର: ପୋଲିସ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନାରେ । ମୋହନାର କମଳାପୁର ନାକା ପଏଣ୍ଟରେ ଯାଞ୍ଚ ସମୟରେ ଧରା ପଡ଼ିଥିଲେ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କ ନିକଟରୁ…