fbpx
Browsing Category

ଖେଳ

ହାର୍ଦ୍ଦିକ-ବିରାଟଙ୍କ ଏଣ୍ଟ୍ରି… ଖେଳିବେନି ନୂଆ ଚେହେରା: T-20 ବିଶ୍ୱକପରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରି ସାରିଲେଣି । ଖୁବଶୀଘ୍ର ପ୍ରତ୍ୟେକ ଦଳ ଘୋଷଣା ମଧ୍ୟ ହୋଇପାରେ । ମେ’ ୧ ତାରିଖ ସୁଦ୍ଧା ୨୦ଟି ଦେଶ ନିଜର ବିଶ୍ୱକପ ଦଳ…

M.S Dhoniଙ୍କୁ ନେଇ ମହାଖୁଲାସା: ମାହିଙ୍କର ଆଉ ଏକ ଦୁର୍ବଳତା କହିଦେଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତୀୟ ଦଳ ତଥା ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଜୋର ଲାଗିରହିଛି । ଚଳିତ ଆଇପିଏଲ ସିଜନ ଧୋନୀଙ୍କର ଶେଷ ସିଜନ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ…

ସେହୱାଗଙ୍କ ପରେ ରିଷଭ ହାସଲ କଲେ ବଡ଼ ଉପଲବ୍ଧି: ଦିନେଶ କାର୍ତ୍ତିକଙ୍କ ରେକର୍ଡ ଭାଙ୍ଗିବାକୁ ର୍ଟାେଗଟ

ନୂଆଦିଲ୍ଲୀ: ଗୁଜୁରାଟ ବିପକ୍ଷ ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବୋଲିଂ ପରେ ପରେ ଦମଦାର ବ୍ୟାଟିଂ କରି ଟାଇଟନ୍ସକୁ ଚକମା ଦେଇଛନ୍ତି ଦିଲ୍ଲୀର ଖେଳାଳି । ତେବେ ଏହି ମ୍ୟାଚରେ…

ବଦଳିଲେ କ୍ରିକେଟ ଦଳ କୋଚ୍: ହେଡ୍ କୋଚ ପଦରୁ ଦିନେଶଙ୍କ ଇସ୍ତଫା

ଭୁବନେଶ୍ୱର: ସିନିୟର କ୍ରିକେଟ ଟିମରେ ହେବ ବଡ ପରିବର୍ତ୍ତନ । ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳଳିା ଯାହ ଫଳରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଓଡ଼ିଶା ସିନିୟର ଟିମରକୋଚ୍ ପଦରୁ…

ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ବିଜୟୀ

ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୭.୩ ଓଭରରେ ମାତ୍ର ୮୯ ରନରେ…

ଟି-୨୦ ବିଶ୍ୱକପରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ: ଦେଖନ୍ତୁ ୨୦ ଜଣିଆ ସମ୍ଭାବ୍ୟ ଲିଷ୍ଟ

ନୂଆଦିଲ୍ଲୀ: ଜୁନ ୧ ତାରିଖରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ମେ ୧ ତାରିଖ ସୁଦ୍ଧା ନିଜ ନିଜର ଟିମ୍ ଘୋଷଣା କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମସ୍ତ ୨୦ଟି…

ମ୍ୟାଚ ହାରିବା ପରେ କୋଲକାତାକୁ ଆଉ ଏକ ଝଟକା: ଶ୍ରେୟସଙ୍କ ଉପରେ ଲକ୍ଷ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ପରାଜୟ ସହିତ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର…

ଏହି ସିଜନରେ IPL ଟ୍ରଫି ଜିତିବ RCB! ଚମ୍ପିଆନ୍ ହେବା ନେଇ ଭବିଷ୍ୟବାଣୀ: ଦେଖନ୍ତୁ ୨୦ ବର୍ଷର ୱିନର ଲିଷ୍ଟ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ମୋଡ଼କୁ ଆସି ସାରିଛି । ଦମଦାର ପ୍ରଦର୍ଶନ ସହିତ ପ୍ଲେଅଫ୍ ପାଇଁ ୧୦ଟି ଦଳ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ରାଜସ୍ଥାନ ରୋୟଲ୍ସ ପଏଣ୍ଟ ଟେବୁଲର ଟପ୍ ରେ ଥିବା ବେଳେ…

IPL-2024ରେ ଚେନ୍ନାଇକୁ ବଡ଼ ଆଶ୍ୱସ୍ତି: ମେ’ ୧ ପର୍ଯ୍ୟନ୍ତ ଏହି ଖେଳାଳିଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୁଇଟି ମ୍ୟାଚରେ ପରାଜୟ ପରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ । ତେବେ ଏହାମଧ୍ୟରେ…

ରିଷଭ କି ରାହୁଲ ନୁହେଁ, ଦିନେଶ କାର୍ତ୍ତିକ ଖେଳିବେ ଟି-୨୦ ବିଶ୍ୱକପ! BCCI ଦେବ କି ସୁଯୋଗ?

ନୂଆଦିଲ୍ଲୀ: IPL-2024ରୁ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଟିମ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଅଧିକାଂଶ ସ୍ଥାନରେ ଅନେକ ଖେଳାଳି ଜାଗା ପକ୍କା କରି ସାରିଥିବା ବେଳେ ଆଉ କିଛିଟା ସ୍ଥାନ ପାଇଁ ଖେଳାଳିଙ୍କ ଚୟନ କରାଯିବ ।…