Recent Posts

Most Popular

ସ୍ୱାଧିନତାର ୭୦ ବର୍ଷ ପରେ ଚିତ୍ରକୋଣ୍ଡାର ଉପାନ୍ତ ଅଂଚଳ ଦେଖିଲା ବିଜୁଳି ଆଲୁଅ

ମାଲକାନଗିରି ମାଓ ଅଧ୍ୟୁଷିତ ଚିତ୍ରୋକୋଣ୍ଡାର ବୁଡି ଅଂଚଳରେ ସ୍ୱାଧୀନତାର ୭୦ ବର୍ଷ ପରେ ପହଁଚିଛି ବିଜୁଳି । ଘରେ ବଲବ ଜଳିଛି, ଟିଭି ଲାଗିଛି । ୭ ବର୍ଷ ତଳେ ତତକାଳୀନ ଜିଲ୍ଲାପାଳ...

୧୦ଦଫା ଦାବି ନେଇ ଯାଜପୁରରେ ଜୟ କିଶାନ ସମାବେଶ

ପ୍ରାଇସ୍ ଫ୍ରେଷ୍ଟିଜ୍ ଓ ପେନସନର ଦାବି ଦୋହରାଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ କିଷାନ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ହଜାର ହଜାର ଚାଷୀ ଯୋଗଦେଇଥିଲେ । ଉଭୟ...

ବଡ ଭଉଣୀ ନାଁ ରେ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ସାନ ଭଉଣୀ

ବଡ ଭଉଣୀ ନାଁ ରେ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ। ଅଭିଯୋଗ ଆଣିଲେ ସାନ ଭଉଣୀ। ସହିଦନଗର ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜ ର ଯୁକ୍ତ ଦୁଇ ଛାତ୍ରୀ ଜଣଙ୍କ ଏନେଇ ପ୍ରଥମେ କଲେଜ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୪ ଛାତ୍ର, ୨ ନିଖୋଜ

ଭୁବନେଶ୍ୱରରୁ କ୍ରିକେଟ୍ ପ୍ରୀମିୟରରେ ମ୍ୟାଚ୍ ଖେଳିବାକୁ ପଶ୍ଚିମ ଓଡ଼ିଶାର ଛାତ୍ରମାନେ ଆସିଥିଲେ। ଗୋଟେ ମ୍ୟାଚ୍ ଖେଳିବା ପରେ ପରବର୍ତ୍ତୀ ମ୍ୟାଚ୍ ୨ ଦିନ ବ୍ୟବଧାନ ଥିବାରୁ ଆଜି ଆଠଜଣ ଛାତ୍ର ପୁରୀକୁ ଗଧୋଇବାକୁ...

ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ମହିଳା

ଭୁବନ ଥାନା ଶ୍ରୀରାମପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ  ପ୍ରାଣ ହରାଇଛନ୍ତି। ସକାଳୁ ଡ଼ମଶାଳ ନଦୀକୁ ଗାଧୋଇବାକୁ ଯାଇଥିଲାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଖବରପାଇ ଘଟଣାସ୍ଥଳରେ ଭୁବନ ତହସିଲଦାର, ବନବିଭାଗ ରେଞ୍ଜର...