fbpx
Browsing Category

ମନୋରଞ୍ଜନ

ବଡ଼ ଖବର; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି…

ଏବେ ‘X’ରେ ଦେଖିବାକୁ ମିଳିବ Adult Content: ଯୋଜନା କରୁଛନ୍ତି ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ଏବେ ଆଉ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି । ଏହି ଫିଚରରେ ୟୁଜରମାନେ ଆଡଲ୍ଟ କଣ୍ଟେଣ୍ଟ ଦେଖିପାରିବେ । ବିଶେଷ କରି ଏହା ୟୁଜର୍ସମାନଙ୍କୁ ଆଡଲ୍ଟ କଣ୍ଟେଣ୍ଟ ବା 'Not…

୪୮ ବର୍ଷରେ ଆଖି ବୁଜିଲେ ସାଉଥ ଅଭିନେତା ଡାନିଏଲ ବାନାର୍ଜୀ

ନୂଆଦିଲ୍ଲୀ: ତାମିଲ ଅଭିନେତା ଡାନିଏଲ ବାଲାଜୀ ୨୯ ମାର୍ଚ୍ଚ ଅର୍ଥାତ ଶୁକ୍ରବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି । ହାର୍ଟ ଆଟାକ ଆସିବାରୁ ତାଙ୍କର ପ୍ରାଣହାନୀ ଘଟିଛି । ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…

ବହୁଦିନର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଫରୀଦା ଜଲାଲ, ଅକ୍ଷୟଙ୍କ ସହ ମିଶି କରିବେ କମେଡି

ଓଡ଼ିଶା ଭାସ୍କର:ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି । ଫରୀଦା ଟେଲିଭିଜନ ପରଦାରେ ବି ବହୁ ସ୍ମରଣୀୟ ଭୂମିକା ନିଭାଇଛନ୍ତି । ଦର୍ଶକ ତାଙ୍କୁ…

ରାଜନୀତିରେ ପାଦ ଥାପିବେ ‘ମାତା ଜାନକୀ’! କ୍ରୀତି ଲଢିବେ କି ନିର୍ବାଚନ? ଗୋବିନ୍ଦା ହେବେ ଆଦର୍ଶ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଅନେକ ଅଭିନେତା-ଅଭିନେତ୍ରୀ ରାଜନୀତି ଜଗତରେ ପାଦ ଥାପିଛନ୍ତି । ବଲିଉଡ ସିନେମାର ଅନେକ କଳାକାର ନିର୍ବାଚନ ଲଢିବା ପାଇଁ ଟିକେଟ ମଧ୍ୟ ପାଇଛନ୍ତି ।…

ବି-ଟାଉନର ସବୁଠାରୁ ଧନୀ ଷ୍ଟାରକିଡ୍ ହେବେ ରାହା, ଝିଅକୁ ରଣବୀର ଦେବେ ଏହି ବଡ ଉପହାର

ନୂଆଦିଲ୍ଲୀ:ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ କନ୍ୟା ରାହା ଜନ୍ମ ହେଉ ହେଉ ପାଲଟିଯାଇଛନ୍ତି ଷ୍ଟାର । ରାହାଙ୍କ କ୍ୟୁଟନେସ୍ ସମସ୍ତଙ୍କୁ ଆକର୍ଷିତ କରିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କପୁର ବଂଶର ଲାଡ୍‌ଲୀ ରାହା…

ଅଭିନେତ୍ରୀ ଅଦିତୀ ରାଓ ହାଇଦରୀଙ୍କ ଦ୍ୱିତୀୟ ବିବାହ: ଅଭିନେତା ସିଦ୍ଧାର୍ଥଙ୍କ ସହ ଆରମ୍ଭ କଲେ ନୂଆ ଇନିଂସ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଅଭିନେତା ସିଦ୍ଧାର୍ଥ ଓ ଅଭିନେତ୍ରୀ ଅଦିତ୍ରୀ ରାଓ ହାଇଦରୀ ପରସ୍ପରଙ୍କୁ ବିବାହ କରିଛନ୍ତି । ଏହା ଉଭୟଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ଦୁଇ ତାରକାଙ୍କର…

ସୈଫ ଅଲୀ ଖାନଙ୍କ କେଉଁ ଗୁଣରେ ଫିଦା ହୋଇଥିଲେ କରୀନା କପୁର? ବିବାହର ୧୨ ବର୍ଷ ପରେ ରାଜ୍ ଖୁଲାସା କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: କରୀନା କପୁର ସୈଫ ଅଲୀ ଖାନଙ୍କୁ ବିବାହ କରିଛନ୍ତି । ଏହି ଯୋଡିଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି କରୀନା କପୁର ସୈଫ ଅଲୀ ଖାନଙ୍କ କେଉଁ ଗୁଣରେ ଫିଦା ହୋଇଥିଲେ । ଏ ନେଇ…

ମୁନୱର ଫାରୁକିଙ୍କୁ ଅଧା ରାତିରେ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ମାମଲା

ମୁମ୍ବାଇ: ‘ବିଗ୍ ବସ୍‌’ ଏବଂ ‘ଲକ୍‌ଅପ୍‌’ ଭଳି ପ୍ରସିଦ୍ଧ ରିଅଲିଟି ଶୋ’ର ବିଜେତା ତଥା ଲୋକପ୍ରିୟ ହାସ୍ୟ ଅଭିନେତା ମୁନୱର ଫାରୁକିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ…

‘ପଞ୍ଚାୟତ-୩’ରେ ବଡ଼ ଟ୍ଵିଷ୍ଟ୍; ଫୁଲେରାରେ ଏଣ୍ଟ୍ରି କରିବେ ନୂଆ ସଚିବ, ଜାଣନ୍ତୁ ତ୍ରିପାଠୀଙ୍କ ସ୍ଥାନ ନେବ କିଏ?

ମୁମ୍ଵାଇ: ଓଟିଟିର ସବୁଠାରୁ ଲୋକପ୍ରିୟ ଧାରାବାହିକ ହେଉଛି 'ପଞ୍ଚାୟତ'। ଏକ ଛୋଟ ଗାଁ ଉପରେ ଆଧାରିତ ଏହି ଧାରାବାହିକରେ ହାସ୍ୟ, ନାଟକ ଏବଂ ଭାବନା ମଧ୍ୟ ରହିଛି । ଏହାର ପ୍ରଥମ ସିଜିନ୍ ୨୦୨୦ରେ ଆସିଥିଲା ଏବଂ ବହୁତ ହିଟ୍…