fbpx
Browsing Category

ବିଦେଶ

ଏଭରେଷ୍ଟ ‘ଫିସ୍ କରି’ ମସଲା ଉପରେ ଲାଗିଲା ପ୍ରତିବନ୍ଧ, ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଆଣିଲା ଏପରି ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ ମସଲା’ ଉପରେ ସିଙ୍ଗାପୁରରେ ଲାଗିଲା ପ୍ରତିବନ୍ଧ । ଏପ୍ରିଲ ୧୮ ତାରିଖରେ ଜାରି ଏକ ବୟାନ ଅନୁସାରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଏଭରେଷ୍ଟର ଫିସ୍ କରୀ…

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରିବା ନେଇ ଦାବି

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିବା ଖବର ସାମ୍ନାକୁ ଆସିଛି । କିଛି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲର କ୍ଷେପଣାସ୍ତ୍ର ଇରାନର ଆଣବିକ କାରଖାନାକୁ ଟାର୍ଗେଟ କରିଛି । ଏହି ଆକ୍ରମଣ ଖବର…

କେନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ନେଇ ସୂଚନା

ନୂଆଦିଲ୍ଲୀ: କେନିଆରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣା ହେବା ସହ ସେଥିରେ ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଉକ୍ତ ବିମାନରେ କେନିୟା ପ୍ରତିରକ୍ଷା ବାହିନୀ ମୁଖ୍ୟ…

ଇରାନରେ ମାଲବାହୀ ଜାହାଜ କବଜା କରାଯିବା ଘଟଣା; ଭରତ ଫେରିଲେ ଜଣେ ମହିଳା କ୍ରୁ ମେମ୍ବର

ନୂଆଦିଲ୍ଲୀ: ଇରାନରେ ଜବତ ହୋଇଥିବା ମାଲବାହୀ ଜାହାଜ ଏମଏସସି ଏରିସରେ କାମ କରୁଥିବା କେରଳର ଏନ ଟେସା ଜୋସେଫ୍ ଭାରତ ଫେରିଛନ୍ତି । ଏପ୍ରିଲ ୧୩ ରେ ଇରାନ ନୌସେନା ଭାରତ ଆସୁଥିବା ମାଲବାହୀ ଜାହାଜ ଏମଏସସି ମେଷକୁ ଜବତ…

ୟୁଏଇରେ ପ୍ରବଳ ବର୍ଷା ପରେ ଦୁବାଇ ବିମାନ ବନ୍ଦରରେ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆଖପାଖ ଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁବାଇ ଇଣ୍ଟରନ୍ୟାସନାଲର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମଙ୍ଗଳବାର ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୟୁଏଇର ରାସ୍ତାରେ, ବିମାନବନ୍ଦରରେ…

କଲମ୍ବିଆ ବୈଜ୍ଞାନିକଙ୍କ ଚିନ୍ତାଜନକ ରିପୋର୍ଟ: ଧୀରେଧୀରେ ନଷ୍ଟ ହେବାରେ ଲାଗିଛି ବ୍ରହ୍ମାଣ୍ଡ, ସୂର୍ଯ୍ୟର ବୟସ ଅଧା ସରିଗଲାଣି

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ଏମିତି ଦିନ ଆସିବ ଯେଉଁଦିନ ଏକ ବଡ଼ ସଙ୍କଟ ସହିତ ବ୍ରହ୍ମାଣ୍ଡର ଅନ୍ତ ଘଟିବ । କଲମ୍ବିୟା ୟୁନିଭର୍ସିଡେଡ ଇସିସିଆଇରୁ ବୈଜ୍ଞାନିକମାନେ ଏ ବାବଦରେ ଏକ…

ଆମେରିକାରେ ହିନ୍ଦୁମାନଙ୍କ ପ୍ରତି ବଢୁଛି ଅସହିଷ୍ଣୁତା, ଏହି Hindu Phobia ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆମେରିକାରେ ଗତ କିଛି ଦିନ ଭିତରେ ବହୁ ଭାରତୀୟଙ୍କୁ ହତ୍ୟା କରାଯିବା ସହ ମନ୍ଦିର ଉପରେ ବି ଆକ୍ରମଣ କରାଯାଉଛି । ଏପରିକି ସେଠାରେ ଥିବା ଭାରତୀୟ ଦୂତାବାସକୁ ବି କ୍ଷତି ପହଞ୍ଚାଯାଉଛି । ଭାରତୀୟ ବଂଶୋଦ୍ଭବ…

ରେଷ୍ଟୁରାଣ୍ଟରେ ପତଳା ଲୋକଙ୍କୁ ମିଳୁଛି ୧୦୦% ଡିସ୍‌କାଉଣ୍ଟ, ଆପଣଙ୍କୁ ଏଥିପାଇଁ କେବଳ ଏହି କାମ କରିବାକୁ ହେବ

ଓଡ଼ିଶା ଭାସ୍କର:ବିଶ୍ୱର ବିଭିନ୍ନ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏକାଧିକ ଆକର୍ଷଣୀୟ ଅଫର ଦିଆଯାଉଛି । ଏହି କ୍ରମରେ ଚୀନ୍‌ର ଏକ ରେଷ୍ଟୁରାଣ୍ଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି…

(Video)ଦେଖୁ ଦେଖୁ ପୁରା ସବୁଜ ପାଲଟିଗଲା ଆକାଶ , ଦୁବାଇରୁ ଆସିଲା ମନରେ ଭୟ ସୃଷ୍ଟି କରୁଥିବା ଭିଡିଓ

ନୂଆଦିଲ୍ଲୀ: ଦୁବାଇରେ ଆସିଥିବା ଭୟଙ୍କର ତୋଫାନ ଓ ବନ୍ୟାରେ ସେଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ମଧ୍ୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ମନରେ ଭୟ ସଞ୍ଚାର କରୁଛି । ବିଶ୍ୱର ସବୁଠାରୁ ଧନୀ ଓ ଭଲ…

UNSC ରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ହେଲା ମଜଭୁତ, ଏଲନ୍ ମସ୍କଙ୍କ ଦାବୀକୁ ଆମେରିକା କଲା ସମର୍ଥନ

ୱାଶିଂଟନ୍‌:ଜାତିସଂଘ ସୁରକ୍ଷା ପରିଷଦ(UNSC) ରେ ସ୍ଥାୟୀ ସଦସ୍ୟତା ହାସଲ ଲାଗି ଚେଷ୍ଟା ଜାରି ରଖିଥିବା ଭାରତକୁ ଏବେ ଏ କ୍ଷେତ୍ରରେ ଅଧିକ ସମର୍ଥନ ମିଳିଛି । ଟେସଲା ମୁଖ୍ୟ ଏଲନ୍ ମସ୍କ କିଛି ମାସ ତଳେUNSC ରେ ଭାରତର…