fbpx
Browsing Category

ଦେଶ

୨୬ ବର୍ଷ ଚାକିରି କାଳ ଭିତରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା

ଓଡ଼ିଶା ଭାସ୍କର: ସରକାରୀ ଚାକିରି ହେଉ କିମ୍ବା ବେସରକାରୀ ଚାକିରି, ଛୁଟି ସମସ୍ତଙ୍କର ନିହାତି ଦରକାର। ଏଥିପାଇଁ ବିଭିନ୍ନ ପ୍ରକାରର ଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସାଧାରଣତଃ ରବିବାର ଓ ବିଭିନ୍ନ…

ଜାରି ହେଲା ନୋଟିଫିକେସନ: ଜ୍ଞାନେଶ କୁମାର ଓ ଏସ.ଏସ ସନ୍ଧୁ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସନ୍ଧୁଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି…

Paytmକୁ ମିଳିଲା ବଡ଼ ଆଶ୍ୱସ୍ତି, ଥାର୍ଡ ପାର୍ଟୀ UPI ଆପ ତିଆରି କରିବାକୁ ଅନୁମତି ଦେଲା NPCI

ନୂଆଦିଲ୍ଲୀ: ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପେଟିଏମର ପ୍ୟାରେଣ୍ଟ କମ୍ପାନୀ One97 କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ…

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଆଇଡ଼ିଆ କ’ଣ? ଜାଣନ୍ତୁ ଏଥିରେ ଦେଶକୁ ମିଳିବ କେଉଁସବୁ ଫାଇଦା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ, ୱାନ ଇଲେକ୍ସନ’କୁ ନେଇ ଗଠିତ ଉଚ୍ଚ ସ୍ତରୀୟ ସମିତି ଗୁରୁବାର ଦିନ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଉଚ୍ଚ ସ୍ତରୀୟ ସମିତି ଗୁରୁବାର…

ମାର୍ଚ୍ଚ ୩୦ରେ ଦିଆଯିବ ଭାରତ ରତ୍ନ: ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବେ । ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ସରକାର ସମ୍ମାନିତ କରିବେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ…

ରାଜନୀତିକୁ ଓହ୍ଲାଇଲେ ରାମ ଗୋପାଳ ବର୍ମା, ଜାଣନ୍ତୁ କେଉଁଠୁ ଓ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଚିତ୍ରପଟ୍ଟରୁ ସେତେ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି ।…

(Video) ପଞ୍ଜାବରେ କଂଗ୍ରେସକୁ ଆଉ ଏକ ଝଟକା: ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସରଗରମ ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ଏବଂ ସାଂସଦ ପରନୀତ କୌର ବିଜେପିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ପଟିଆଲାରୁ…

ରାଜନୀତିରେ ଏଣ୍ଟ୍ରୀ କରିବେ ମୋଟିଭେସନାଲ୍ ସ୍ପିକର ଅବଧ ଓଝା, ଏହି ବଡ ଦଳରୁ ମିଳିବ ଟିକେଟ୍‌

ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର ତଥା ଶିକ୍ଷକ ଅବଧ ଓଝା ଆଗାମୀ ଲୋକସଭା ନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରୀ କରିବା ନେଇ ଚର୍ଚ୍ଚା ହେଉଛି । ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର କୌଣସି ଏକ…

ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌ ଆରମ୍ଭ

ଓଡ଼ିଶା ଭାସ୍କର: ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର। ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁର ଏକ ହୋଟେଲ ରୁମରେ ଘଟିଥିବା…

ଗରମରୁ ମିଳିବ ଆଶ୍ୱସ୍ତି, ଓଡ଼ିଶା ସହିତ ଏହିସବୁ ରାଜ୍ୟରେ ବର୍ଷା ସହ ଝଡପବନକୁ ନେଇ ଆଇଏମ୍‌ଡିର ସୂଚନା

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପାଗକୁ ନେଇ ଆଶ୍ୱସ୍ତିଜନକ ସୂଚନା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ପୂର୍ବ ଓ…