fbpx
Browsing Category

ଦେଶ

‘ମତାଧିକାରର ପ୍ରୟୋଗ କରୁନ୍ତୁ, ଭୋଟିଙ୍ଗର ନୂଆ ରେକର୍ଡ ସୃଷ୍ଟି କରନ୍ତୁ’ , ଭୋଟରଙ୍କୁ ନିବେଦନ କଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସାରା ଦେଶର ମତଦାତାମାନଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଭୋଟିଙ୍ଗର…

(Video) ଦୋକାନରୁ ଅଣ୍ଡା ଚୋରାଉଥିଲେ ଏହି ମହିଳା, ଦେଖନ୍ତୁ କିପରି ତାଙ୍କୁ ଧରିନେଲେ ଦୋକାନୀ, ଆଉ ତା’ ପରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଖାସ କରି ଚୋରି ଘଟଣା ଗୁଡ଼ିକର ସିସିଟିଭି ଫୁଟେଜ ଭାଇରାଲ ହେଉଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଦୋକାନରୁ…

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ଦେଶରେ ପ୍ରଥମ ପର୍ଯ୍ୟାୟରେ ମତଦାନ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହାସହିତ ବିଶ୍ୱର ସର୍ବାଧିକ ଲୋକତନ୍ତ୍ରରେ ନିର୍ବାଚନୀ ବିଗୁଲ ବାଜିଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ…

ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ: ପୁଣି ଏକ ବଡ଼ ଆକ୍ସନ ନେଲା ED

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ)କୁ ଲାଗିଛି ପୁଣି ଏକ ବଡ଼ ଝଟକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲିଙ୍କ ସମେତ ଆପର ଏକାଧିକ ନେତା ଏବେ ଜେଲରେ ରହିଥିବା ବେଳେ ଏବେ ପୁଣି ଆଉ ଜଣେ ନେତାଙ୍କ ବିରୋଧରେ…

ଇରାନରେ ମାଲବାହୀ ଜାହାଜ କବଜା କରାଯିବା ଘଟଣା; ଭରତ ଫେରିଲେ ଜଣେ ମହିଳା କ୍ରୁ ମେମ୍ବର

ନୂଆଦିଲ୍ଲୀ: ଇରାନରେ ଜବତ ହୋଇଥିବା ମାଲବାହୀ ଜାହାଜ ଏମଏସସି ଏରିସରେ କାମ କରୁଥିବା କେରଳର ଏନ ଟେସା ଜୋସେଫ୍ ଭାରତ ଫେରିଛନ୍ତି । ଏପ୍ରିଲ ୧୩ ରେ ଇରାନ ନୌସେନା ଭାରତ ଆସୁଥିବା ମାଲବାହୀ ଜାହାଜ ଏମଏସସି ମେଷକୁ ଜବତ…

(Video) ଗାଁରେ ପ୍ରଥମ ଥର ପହଞ୍ଚିଲା ମୋବାଇଲ ନେଟୱାର୍କ: ଗ୍ରାମବାସୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ହିମାଚଳର ସ୍ପୀତି କ୍ଷେତ୍ରର ଗିଉ ଗାଁରେ ପ୍ରଥମ ଥର ମୋବାଇଲ ନେଟୱାର୍କ ସହଞ୍ଚିଥିଲା । ନେଟୱାର୍କ ପହଞ୍ଚିବା ପୂର୍ବରୁ ଗ୍ରାମାବାସୀଙ୍କୁ…

ଆଶ୍ଚର୍ଯ୍ୟଜନକ ଘଟଣା: ଆଇସକ୍ରିମ୍ ଖାଇବା ପରେ ଯମଜ ସନ୍ତାନଙ୍କ ମୃତ୍ୟୁ, ମାଆ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଇସକ୍ରିମ ଖାଇବା ପରେ ଯମଜ ସନ୍ତାନଙ୍କର ମୃତ୍ୟୁ ଘଟିଛି । ଏଥିସହିତ ମାଆ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଜଣେ ଆଇସକ୍ରିମ ବିକ୍ରେତାଙ୍କ…

ଦେୟ ଆଇନ ସଂଶୋଧନ କରିବେ କେନ୍ଦ୍ର ସରକାର: NH ଟୋଲ ଗେଟରୁ ହଟିବ ଭିଆଇ ତାଲିକା ଥିବା ହୋର୍ଡିଂ

ନୂଆଦିଲ୍ଲୀ: ସାଧାରଣ ଭାବେ ଜାତୀୟ ରାଜପଥ (ଏନଏଚ) ଟୋଲ ଗେଟରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂରେ ଟୋଲ ଟିକସ ଛାଡ଼ କରାଯାଇଥିବା ଭିଆଇପି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ପଦବୀ ଉଲ୍ଲେଖ ରହିଥାଏ । ମାତ୍ର ଫାଷ୍ଟ ଟ୍ୟାଗ ବ୍ୟବସ୍ଥା…

(Video) ୬ ବର୍ଷର ଶିଶୁ ସ୍କେଟିଂରେ କଲା କମାଲ, ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାମ ଦାଖଲ

ନୂଆଦିଲ୍ଲୀ:ଅହମ୍ମଦାବାଦରେ ରହୁଥିବା ତକ୍ଷବୀ ବଘାନୀ ଏପରି କମାଲ କରି ଦେଖାଇଛି ଯେଉଁ କାରଣରୁ ତାର ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି । ଖେଳିବା ବୁଲିବା ସମୟରେ ତକ୍ଷବୀ ଯାହା କରିଛି ସେଥିରେ ସେ…

ଚିନ୍ତା ବଢାଇଲାଣି ଏଚ୍୫ଏନ୍୧ ଏଭିଆନ୍ ଫ୍ଲୁ; ମଣିଷକୁ ବ୍ୟାପିବା ଆଶଙ୍କା ନେଇ ‘WHO’ର ଚେତାବନୀ 

ନୂଆଦିଲ୍ଲୀ: ଏଚ୫ଏନ୧ ଏଭିଆନ୍ ଫ୍ଲୁ ମଣିଷ ସମେତ ପୂର୍ବରୁ ପ୍ରଭାବିତ ହୋଇନଥିବା ପ୍ରଜାତିରେ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଉଦ୍ ବେଗ ପ୍ରକାଶ କରିଛି। ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର…