fbpx
Browsing Category

ଦେଶ

ଏଣିକି ବିଦ୍ୟାଳୟରେ ପିଲାଙ୍କ ଆଡମିଶନ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାରୀ ବା ପ୍ରାଇଭେଟ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ନାମାଙ୍କନ ପାଇଁ ପିଲାଙ୍କର ଆଧାର କାର୍ଡ…

ଯଦି ସମ୍ବିଧାନ ବଦଳାଯାଏ ତେବେ ସଂରକ୍ଷଣର କ’ଣ ହେବ?; ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସାହାରନପୁରରେ ଏକ ନିର୍ବାଚନୀ ରାଲିରେ ପ୍ରଶ୍ନ କରିଛନ୍ତି ଯେ ବିଜେପି ନେତାମାନେ କାହିଁକି ସମ୍ବିଧାନ ପରିବର୍ତ୍ତନ କଥା କହୁଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି,…

ଜଣାଶୁଣା ଭାରତୀୟ ୟୁଟ୍ୟୁବର ଅଭ୍ରଦୀପ ଶାହାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ଜଣେ ଜଣାଶୁଣା ୟୁଟୁବ୍ୟର ଅଭ୍ରଦୀପ ଶାହାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଅଭ୍ରଦୀପଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କର ବହୁ ବନ୍ଧୁ, ପ୍ରଶଂସକମାନେ…

Loveରେ ବିଫଳ ହୋଇ ପ୍ରାଣ ହାରୁଥିବା ପ୍ରେମିକର ପ୍ରେମିକାଙ୍କୁୁ ଦୋଷୀ କୁହାଯିବନି: ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମରେ ଅସଫଳତା ମିଳିବାରେ ଜୀବନ ସମାପ୍ତ କରିବା ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ନ୍ୟାୟମୂର୍ତ୍ତି ଅମିତ ମହାଜନଙ୍କ ପୀଠ କହିଛନ୍ତି ଯେ, ପ୍ରେମ ସଂପର୍କରେ ଅସଫଳତା କାରଣରୁ ଯଦି…

(Vide) ଲାଞ୍ଚର ଅଭିନବ ତରିକା: ପରୀକ୍ଷାରେ ପାସ୍ ପାଇଁ ଆନସର ଶିଟ୍ ଭିତରେ ୨୦୦ ଟଙ୍କିଆ ନୋଟ୍ ପଠାଇଲେ ଛାତ୍ର

ନୂଆଦିଲ୍ଲୀ: ଅନେକ ପିଲା ଭଲ ପାଠ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ଆଉ କିଛି ପିଲାଙ୍କ ପାଇଁ ପରୀକ୍ଷାରେ ପାସ୍ କରିବା ଅତ୍ୟନ୍ତ ମୁସ୍କିଲ କାର୍ଯ୍ୟ ହୋଇଯାଇଥାଏ । ତେଣୁ ଏଭଳି ସ୍ଥିତିରେ କିଛି ଛାତ୍ର ଠକାମି…

ବଢିଲା ଆଭା(ABHA) ଓ CGHS ଆଇଡି ଲିଙ୍କ୍ କରିବାର ସମୟ ସୀମା, ଜାଣନ୍ତୁ କେତେ ଦିନ ଭିତରେ କରିବାକୁ ହେବ ଲିଙ୍କ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍‌ଏସ୍‌) ର ଲାଭାର୍ଥୀଙ୍କ ପାଇଁ ଆସିଲା ବଡ ଖବର । ପୂର୍ବରୁ ଏହା କୁହାଯାଇଥିଲା କି ଏହି କାର୍ଡକୁ ୩୦ ଦିନ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଖାତା…

(Video) ରାମ ନବମୀରେ ଛୋଟ ପିଲାଙ୍କ ପାଦ ଧୋଇଲେ CM ଯୋଗୀ ଆଦିତ୍ୟନାଥ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରିର ନବମୀ ତିଥିରେ ଗୋରକ୍ଷପୀଠର ପରମ୍ପରା ଅନୁଯାୟୀ କନ୍ୟା ପୂଜା କରିଛନ୍ତି । ସେ ପରମ୍ପରାକୁ ପାଳନ କରି ବଟୁକ ପୂଜା ମଧ୍ୟ କରିଛନ୍ତି ।…

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲର ପଛକୁ ପିଟିଲା କାର୍‌, ୧୦ ଜଣଙ୍କର ଚାଲିଗଲା ପ୍ରାଣ

ଅହମଦାବାଦ: ଗୁଜରାଟର ଅହମଦାବାଦ ଠାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ଏକ କାର୍ ଟ୍ରେଲର ପଛକୁ ଜୋରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି କାରଟି ବଡୋଦରାରୁ…

ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୮ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ:ଦେଶର ୨୧ ରାଜଧାନୀ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍‌ରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୮…

ଖୁବ ଜୋରରେ ବଢୁଛି Voice Cloning Scam, ଅଧିକ କ୍ଷତି ହେବା ପୂର୍ବରୁ ଜାଣନ୍ତୁ ଏହି ବିଷୟରେ..

ନୂଆଦିଲ୍ଲୀ: ସ୍ମାର୍ଟଫୋନର ବ୍ୟବହାର ବଢିବା ସହ ଅସୁବିଧା ମଧ୍ୟ ବଢିବାରେ ଲାଗିଛି । ସ୍ମାର୍ଟଫୋନରେ ଯେବେଠାରୁ ଇଣ୍ଟରନେଟ ବ୍ୟବହାର ବଢିଛି ସେବେଠାରୁ ସାଇବର କ୍ରାଇମ୍‌, ସ୍କାମ, ଅନଲାଇନ ଫ୍ରଡ ମାମଲା ମଧ୍ୟ ବଢୁଛି ।…