Browsing Category
ରାଜ୍ୟ
OAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ ?
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୨୮ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି ଓ ସମ୍ପୃକ୍ତ ଅଫିସରମାନଙ୍କୁ ଆଜି ଅପରାହ୍ନରେ ରିଲିଭ୍ କରି ନୂଆ ସ୍ଥାନରେ ତୁରନ୍ତ…
ଭୁବନେଶ୍ୱର କିଟ୍ ଛକରେ ବଡ଼ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି
ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱର କିଟ୍ ଛକରେ ବଡ଼ ଅଗ୍ନିକାଣ୍ଡ। ଉକ୍ତ ଛକସ୍ଥିତ ଏକ କର୍ପୋରେଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ତେବେ ବିଲ୍ଡିଂର ଚତୃର୍ଥ ମହଲାରେ ଏହି ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସେପଟେ…
ଓଡ଼ିଶାରେ ସୁନା ଦର ଉପରମୁହାଁ; ଚିନ୍ତାରେ ଗ୍ରାହକ, ୭୨ ହଜାର…
ଭୁବନେଶ୍ୱର: ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର। ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢିଚାଲିଛି। ଯାହାକୁ ନେଇ ଏବେ ସାଧାରଣ ପରିବାରର ଲୋକଟିଏ ଚିନ୍ତାରେ ପଡିଛି…
ଦାମ ରାଉତଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ଦାମୋଦର ରାଉତଙ୍କ ଅବଦାନ ସ୍ମରଣୀୟ । ପରିବାର…
ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ଵର : ( ଓଡ଼ିଶା ଭାସ୍କର ) ଆଜି ସକାଳ ୫.୨୩ରେ ଏକ ଘରୋଇ ହସ୍ପିଟାଲରେ ବିଜୁ ଜନତା ଦଳର ନେତା ଦାମ ରାଉତଙ୍କ ପରଲୋକ ଘଟିଛି । ରାଜନୀତିରେ ଏକ ଯୁଗର ଅବସାନ ଘଟିବା କଥା କୁହାଯାଉଥିବା ବେଳେ ଶୋକ ପ୍ରକାଶ କରିଛନ୍ତି…
ବଡ଼ ଖବର; ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି। ଆଉ ନାହାଁନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ ଦାମ ବାବୁ । ରାଜନୀତି ଜଗତରେ ଛାଇ ଯାଇଛି…
ଟ୍ରାଫିକ କନଷ୍ଟେବଳ ବିଜ୍ଞପ୍ତିରେ ସଂଶୋଧନ: OSSC ପକ୍ଷରୁ ଜାରି ହେଲା କରିଜେଣ୍ଡମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ବିଭାଗରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)…
ସବୁ ସୀମା ଟପିଗଲେ; ତିଆରି କଲେ ନକଲି ଆରଟିଓ ଅଫିସ, କିଏ ଦେଉଛି ସାହସ?
ବାଲେଶ୍ବର : ( ଓଡ଼ିଶା ଭାସ୍କର ) ଜଳେଶ୍ୱରରେ ଠାବ ହେଲା ନକଲି ଆରଟିଓ ଅଫିସ । ଏହି ମାମଲାରେ ଗିରଫ ହେଲେ ୨ ଜଣ । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲି ଓରଟିଓ ଅଫିସ । ଟୋଲଗେଟରେ ଗାଡ଼ି ଅଟକିବା ବେଳେ ଚାଲାଣ…
କାଲିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ କରାଯିବ ମୂଲ୍ୟାଙ୍କନ
ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୨ ତାରିଖ ଅର୍ଥାତ କାଲିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ପୂର୍ବ ବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ । ତେବେ ପ୍ରଥମ ପ୍ରକ୍ରିୟା ଖାତା ଦେଖା…
breaking news;ଦାମୋଦର ରାଉତ ଗୁରୁତର, ବ୍ରେନ୍ ଡେଡ୍ ହୋଇଥିବାର ସୂଚନା
ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା…