fbpx
Browsing Category

ରାଜନୀତି

ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ହଟିଲା: ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଦଳର ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ…

ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍‌, ସନ୍ଦିଗ୍ଧ ଡ୍ରୋନକୁ ନେଇ ଚାଲିଛି ତଦନ୍ତ

ଓଡ଼ିଶା ଭାସ୍କର: ସାଂସଦଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍ । ନିର୍ବାଚନ ସମୟରେ ଯେତେବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେତେବେଳେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବେଲପାହାଡ଼…

ନାମାଙ୍କନ ଦାଖଲ କଲେ ସାମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ, ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ…

ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି…

ଆମେଥିରେ ଲଢିବା ପୂର୍ବରୁ ରାମଲାଲାଙ୍କ ଦର୍ଶନ କରିବେ ରାହୁଲ, ଏପରି ରହିଛି ରାହୁଲଙ୍କ ଯୋଜନା

ନୂଆଦିଲ୍ଲୀ: ଆମେଥିରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ । ୱାୟନାଡ ପରେ ରାହୁଲ ଗାନ୍ଧୀ ଆମେଥିରେ ନିର୍ବାଚନ ଲଢିବା ନେଇ ପ୍ରବଳ ଚର୍ଚ୍ଚା…

ଏହି ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ? ମେ’ ୧ରେ ନାମାଙ୍କନ ଦାଖଲ କରିପାରନ୍ତି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀରେ ଏବେ କମ୍ପୁଛି ରାଜନୀତି ମଇଦାନ । ତେବେ ଏହା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେଉଁଠୁ ଲଢିବେ, ସେ ନେଇ ଚର୍ଚ୍ଚା…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ବାଚନୀ ରଣନୀତି ନେଇ ରାଜ୍ୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ଭୋଟରଙ୍କୁ ବିପୁଳ ମାତ୍ରାରେ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ ପାଇଁ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀଙ୍କ…

MCD ମେୟର ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୨୬ରେ ହେବ ଭୋଟିଂ, NOC ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଏପ୍ରିଲ ୧୯ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ…

Big Breaking: ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ଦିଗପହଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବଦଲାଇବା ଖବର ସାମ୍ନାକୁ ଆସିଛି । ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଛି । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା…

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ମୋଟ ୧୪ଟି ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…