fbpx
Browsing Category

ରାଜନୀତି

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ମୋଟ ୧୪ଟି ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

ଘଟିଲା ବଡ଼ ଅଘଟଣ: ହାର୍ଟ ଆଟାକରେ ବିଜେପି ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ…

ରାଜନୀତି ମୈଦାନରେ ବିରଳ ସଂଯୋଗ: ଲୋକସଭା ଆସନରେ ପତି ଓ ପତ୍ନୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ…

ଭାରତରେ ‘ଅବିଶ୍ୱସନୀୟ କାମ’ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଜେମି ଡିମୋନ୍

ନୂଆଦିଲ୍ଲୀ: ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମି ଡିମୋନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ 'ଅବିଶ୍ୱସନୀୟ କାମ' କରୁଛନ୍ତି। "୪୦୦ ନିୟୁତ ଲୋକ ଶୌଚାଳୟ…

(Video) ଚର୍ଚ୍ଚାରେ ବର୍ଷା-ଅନୁଭବ ରାଜନୀତି: ପରିବାର ପରେ ଏବେ ନିର୍ବାଚନରେ ହେବ ଲଢେଇ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ ଏବେ ଖୁବ ଚର୍ଚ୍ଚାରେ ରହିଛି ବର୍ଷା-ଅନୁଭବଙ୍କ ଭୂମିକା । ଜଣେ ସାଂସଦରୁ ଷ୍ଟାର ପ୍ରଚାରକ ପାଲଟିଛନ୍ତି ତ ଆଉ ଜଣେ ଷ୍ଟାର ପ୍ରଚାରକରୁ ସିଧା ବିଧାୟକ ପ୍ରାର୍ଥୀ । ପୁଣି ଉଭୟ ପରସ୍ପର…

ପ୍ରଚାର ସମୟରେ ଗର୍ଜିଲେ କଙ୍ଗନା, ବିରୋଧୀଙ୍କୁ ଟାର୍ଗେଟ କରି କହିଲେ ‘ଗେରୁଆ ଥିଲା ଏବଂ ଗେରୁଆ ହିଁ ଲହରେଇବ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ଚରଣ ମତଦାନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ପ୍ରଚାର କାର୍ଯ୍ୟ ପାଇଁ ଷ୍ଟାର ପ୍ରଚାରକ ଭାବରେ ସିନେ ଜଗତର ତାରକା ମଧ୍ୟ…

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି…

ରାଏବରେଲୀରେ ଗାନ୍ଧୀ ବନାମ ଗାନ୍ଧୀ ଲଢେଇ! ୪୦ ବର୍ଷ ତଳର ଘଟଣାର ପୁଣି ହେବ ପୁନରାବୃତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍ ସିଟ୍ ରାଏବରେଲୀରୁ କଂଗ୍ରେସ ଓ ବିଜେପି ଉଭୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି କି ରାଏବରେଲୀରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ…

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’

ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…

(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ…