fbpx
Browsing Category

Top Stories

ସାହାରା ରିଫଣ୍ଡ କ୍ଲେମ୍ ଆପଣଙ୍କର ରିଜେକ୍ଟ ହୋଇଯାଇଛି କି …..ଷ୍ଟାଟସ୍ ଚେକ୍ କିପରି କରିବେ?

ନୂଆଦିଲ୍ଲୀ: ସାହାରା ରିଫଣ୍ଡ ପାଇବା ପାଇଁ ଆବେଦନ କରିବା ପାଇଁ ଗତବର୍ଷ ଜୁଲାଇ ମାସ ୧୮ ତାରିଖରେ କେନ୍ଦ୍ର ସରକାର ଏକ ନୂଆ ପୋର୍ଟାଲ ଲଞ୍ଚ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ କେବଳ ୧୦ ହଜାର ଟଙ୍କାରୁ କମ୍ ରାଶି…

ଏହି ୯ଟି ବ୍ୟାଙ୍କରେ ମିଳୁଛି ସବୁଠାରୁ ଶସ୍ତା ଗୋଲ୍ଡ ଲୋନ, ଫଟାଫଟ ଚେକ୍ କରନ୍ତୁ ସୁଧ ଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସିରେ ଦୁଇ ବର୍ଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ ଲୋନ ୮.୫ ପ୍ରତିଶତର ସୁଧ ଦର ନିଆଯାଇପାରିବ । ଏହାର ମାସିକ ଇଏମଆଇ ୨୨ ହଜାର ୫୬୮ ଟଙ୍କା ପର୍ଯ୍ୟନ୍ତ ଆସିବ ।…

ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ତଥ୍ୟ ପୋର୍ଟାଲରେ ଅପଡେଟ୍ ତାରିଖ ବୃଦ୍ଧି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ନିଜ ସମ୍ପର୍କରେ ସଂକ୍ଷିପ୍ତ ତଥ୍ୟ (ପ୍ରୋଫାଇଲ ଡାଟା) ଓ…

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ମୋଟ ୧୪ଟି ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

ଘଟିଲା ବଡ଼ ଅଘଟଣ: ହାର୍ଟ ଆଟାକରେ ବିଜେପି ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ…

ପ୍ରେମିକଙ୍କ ବର ବେଶ ଦେଖି ସହିପାରିଲେନି ପ୍ରେମିକା, ସିଧା ମୁହଁକୁ ପକାଇଲେ ଏସିଡ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ପ୍ରେମିକା ନିଜ ପ୍ରେମିକ ଉପରେ ଏସିଡ ମାଡ କରିବା ଘଟଣା ସାମ୍ନାକୁ ଆସିଛିା ଯେଉଁଥିରେ ବରଙ୍କ ସହ ଅନେକ ମହିଳା ମଧ୍ୟ ଏସିଡ ମାଡ଼ର ଶିକାର ହୋଇଛନ୍ତି । ଏହାପରେ…

ରାଜନୀତି ମୈଦାନରେ ବିରଳ ସଂଯୋଗ: ଲୋକସଭା ଆସନରେ ପତି ଓ ପତ୍ନୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ…

ଏହି ସହରରେ ଭୋଟରଙ୍କୁ ମାଗଣାରେ ସେବା ଯୋଗାଇବ ରାପିଡୋ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ଗାଜିଆବାଦ ଅନ୍ୟତମ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଗାଜିଆବାଦରେ ସଂସଦୀୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ହେବ । ବିଭିନ୍ନ ବୁଥ୍‌ରେ ମତଦାନ…

ଦୁଃଖ ଖବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ମାଆଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ…

(Video) ‘ନିଜ ମାଆ-ଉଭଣୀ ଏବଂ ଝିଅଙ୍କୁ ରାହୁଲ ଗାନ୍ଧୀଙ୍କ ପାଖେ..’, ଇଏ କ’ଣ ସବୁ କହିଗଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଏବଂ କଂଗ୍ରେସ ପାର୍ଟୀର ନେତାଙ୍କ ମଧ୍ୟରେ ଆକ୍ରମଣ ଜାରି ରଖିଛନ୍ତି । ଏହି ସମୟରେ ଏକ ଲଜ୍ଜ୍ୟାଜନକ ବିବୃତ୍ତି ସାମ୍ନାକୁ ଆସିଛି । ଗୁଜରାଟରେ ଜଣେ କଂଗ୍ରେସ ନେତା…