fbpx
Browsing Category

Top Stories

‘ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୁନ ୧୫ ପର୍ଯ୍ୟନ୍ତ ସ୍କୁଲ ଛୁଟି’: ଏଭଳି ମିଥ୍ୟା ଖବରକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜାରି କଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡିଗ୍ରୀ ଛୁଇଁଥିବା ବେଳେ ୪୪.୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତର ସହର ହୋଇଛି ।…

ମତଦାନର ପ୍ରଥମ ଦିନରେ ବଡ଼ ଅଘଟଣ: ନିର୍ବାଚନ ପ୍ରଚାର ବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ…

ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପାଇଁ ରାଜନୈତିକ…

ଫ୍ୟାଟି ଲିଭର କାହିଁକି ହୋଇଥାଏ: ଏହାକୁ କିପରି ଏଡ଼ାଇ ପାରିବା, କ’ଣ କହୁଛନ୍ତି ଏକ୍ସପର୍ଟ

ଆଜି ହେଉଛି ବିଶ୍ୱ ଯକୃତ ଦିବସ ବା ଲିଭର୍ ଡେ । ପ୍ରତି ବର୍ଷ ଏପ୍ରିଲ୍ ୧୯ ତାରିଖରେ ସମଗ୍ର ବିଶ୍ୱରେ ଯକୃତ ଦିବସ ଭାବେ ପାଳନ କରାଯାଇଥାଏ । ମନୁଷ୍ୟର ଏହି ଅଙ୍ଗଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଯକୃତ ମନୁଷ୍ୟର ଶରୀରରେ…

UPSC ୨୦୨୩ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ: ଦେଖନ୍ତୁ କେଉଁ ବିଷୟରେ କେତେ ମାର୍କ ରଖିଥିଲେ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ମାର୍କଶିଟ୍ ଜାରି କରାଯାଇଛି । ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜର…

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ଯକୃତ ଦିବସ: ବିଭିନ୍ନ ଯକୃତ ରୋଗ ସମ୍ପର୍କରେ ରୋଗୀ ସଚେତନତା ଏବଂ ଚିକିତ୍ସକଙ୍କ ସହିତ ସିଧାସଳଖ ପ୍ରଶ୍ନୋତ୍ତର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ ରୋଗ ଏବଂ ଏକ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍ପରିକ…

ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଛି ରାତି ଅଧରେ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା ଏଭଳି ଏକ ବୃତ୍ତି ଯେଉଁଥିରେ ଅନେକ ଯୁବକ, ଯୁବତୀଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାମାନଙ୍କରେ ରାତିରେ ବି କାମ କରିବାକୁ ପଡ଼ିଥାଏ । ଅନେକ ସାମ୍ବାଦିକ ଭାଇ ରାତି ୨ଟାରେ ବି…

ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଶୁକ୍ରବାର କହିଛି ଯେ ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ…

ଗୁଜରାଟରେ ମିଳିଲା ବାସୁକୀ ନାଗର ଅବଶେଷ, ପୁରାଣରେ ସମୁଦ୍ର ମନ୍ଥନରେ ହୋଇଥିଲା ସହାୟକ

ନୂଆଦିଲ୍ଲୀ: ଗୁଜରାଟ କଚ୍ଛରେ ସବୁଠାରୁ ବୃହତ୍ତ ନାଗର ଅବଶେଷ ମିଳିଛି । ଏହି ନାଗ ହେଉଛି ଆମେ ପୁରାଣରେ ପଢିଥିବା ବାସୁକୀ ନାଗ ଯେଉଁଥିରେ ଦେବଗଣ ସମୁଦ୍ର ମନ୍ଥନ କରିଥିଲେ । ଆଇଆଇଟି ରୁର୍‌କୀର ବୈଜ୍ଞାନିକମାନେ ଏହି…

ମହାନଦୀ ଡଙ୍ଗା ବୁଡ଼ି ଘଟଣା: ମୃତକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ…