fbpx
Browsing Category

Top Stories

BCCI ଟାର୍ଗେଟରେ କେ.ଏଲ ରାହୁଲ ଏବଂ ଋତୁରାଜ, ଏହି ଭୁଲ ପାଇଁ ଦେବେ ଜରିମାନା

ନୂଆଦିଲ୍ଲୀ: ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି IPL 2024 । ଚଳିତ IPLର ୩୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ମଧ୍ୟରେ ଉତ୍ତର ପ୍ରଦେଶର ଇକାନା ଷ୍ଟାଡିୟମରେ ମୁକାବିଲା…

ହଷ୍ଟେଲରେ ଜଣ୍ଡିସ ଅତଙ୍କ, ୨୮ ଛାତ୍ର ଆକ୍ରାନ୍ତ

ଓଡ଼ିଶା ଭାସ୍କର: କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ହଷ୍ଟେଲରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା…

(Video)ଇରାନ ପରେ ଇରାକରେ ଏୟାର ଷ୍ଟ୍ରାଇକ୍: ମିଲିଟାରୀ ବେସରେ ଜବରଦସ୍ତ ବିସ୍ଫୋରଣ, ଇସ୍ରାଏଲ ଉପରେ ଆକ୍ରମଣର ସନ୍ଦେହ

ନୂଆଦିଲ୍ଲୀ: ଇରାକର 'ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ' (ପିଏମଏଫ) କହିଛି ଯେ ଶୁକ୍ରବାର (ଏପ୍ରିଲ ୧୯) ରାତିରେ ଏହାର କଲସୋ ମିଲିଟାରୀ ବେସର କମାଣ୍ଡ ପୋଷ୍ଟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟିଛି । କାଲସୋ ମିଲିଟାରୀ…

ଅବୈଧ ସମ୍ବନ୍ଧ ଛାଡ଼ପତ୍ରର କାରଣ ହୋଇପାରେ, ପିଲାଙ୍କ କଷ୍ଟଡୀ ପାଇଁ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଜଣେ ନଅ ବର୍ଷର ଝିଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରି କହିଛନ୍ତି ଯେ ବ୍ୟଭିଚାର ବା ଅବୈଧ ସମ୍ବନ୍ଧ ଛାଡପତ୍ରର କାରଣ ହୋଇପାରେ କିନ୍ତୁ ଶିଶୁର କଷ୍ଟଡୀ ପାଇଁ ନୁହେଁ । ଜଷ୍ଟିସ୍ ରାଜେଶ…

ପରଟା ସହ ଚା’ କରୁଛନ୍ତି କି ସେବନ ? ଡାଇବେଟିସ ସହ ହୋଇପାରେ ଏହିସବୁ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ…

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ…

କମିଶନରେଟ୍ ପୋଲିସ ପକ୍ଷରୁ ସତର୍କ ସୂଚନା: ଆପଣଙ୍କ ମୋବାଇଲକୁ ଆସୁଥିବା ନକଲି ଟ୍ରାଫିକ ଚାଲାଣ ମେସେଜ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁନି,…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଠକମାନେ ଠକାମିର ନୂଆ ନୂଆ ତରିକା ଆପଣାଉଛନ୍ତି । ନକଲି ଟ୍ରାଫିକ ଚାଲାଣ, ମିଛ ପୋଲିସ ଅଫିସର ଆଦି ତରିକା ଆପଣାଇ ସାଇବର ଫ୍ରଡମାନେ…

ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ

ଭବନେଶ୍ଵର: (ଓଡ଼ିଶା ଭାସ୍କର) ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗକାରିଣୀ ପ୍ରୋମିକାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ଦଳେଇ (୨୬) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ,…

ISL ଫୁଟବଲ ଟୁର୍ଣ୍ଣାମେଣ୍ଟ: ଓଡ଼ିଶା ଏଫସି ସେମିରେ ପହଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲ ପ୍ରତିଯୋଗିତା ସେମିଫାଇନାଲରେ ପହଞ୍ଚିଛି ଓଡ଼ିଶା ଏଫସି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ କେରଳ ବ୍ଲାଷ୍ଟର୍ସକୁ ୨-୧…

ଫାୟାରିଂ ପରେ ପୁଣି ଏକ ବଡ଼ ଅଘଟଣ: ଗ୍ୟାଙ୍ଗଷ୍ଟର ଲରେନ୍ସ ନାମରେ ବୁକ୍ ହୋଇଥିବା ଏକ କ୍ୟାବ୍ ସଲମାନଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୬ ରାଉଣ୍ଡ ଫାୟାରି କରାଯାଇଥିଲା । ହେଲମେଟ୍ ପିନ୍ଧିଥିବା ଶୁଟର୍ସ ସଲମାନଙ୍କ ଘର ଆଗରେ ଗୁଳିମାଡ଼ କରିଥିଲେ । ଉକ୍ତ ଘଟଣାରେ…