fbpx
Browsing Category

Top Stories

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ବାଚନୀ ରଣନୀତି ନେଇ ରାଜ୍ୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ଭୋଟରଙ୍କୁ ବିପୁଳ ମାତ୍ରାରେ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ ପାଇଁ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀଙ୍କ…

ଶରୀରରେ ହିମୋଗ୍ଲୋବିନ୍‌ କମିଲେ କ’ଣ କରିବେ ? ଜାଣନ୍ତୁ କିଛି ଘରୋଇ ଉପାୟ

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ।…

(Video) ଘଟିଲା ବଡ଼ ଚମତ୍କାର ! ହଠାତ୍ ଶୁଭିଲା ଭୟଙ୍କ ଶବ୍ଦ, ଥରି ଉଠିଲା ମାଟି… ମାଟି ଭିତରୁ ବାହାରି ଆସିଲେ ମା’ କାଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଚାରିଆଖରେ ଏପରି କିଛି ବଡ଼ଧରଣର ଅଘଟଣ ଘଟିଯାଇଥାଏ ଯାହାକୁ ଖାଲି ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରି ନଥାନ୍ତି । ଅନେକ ସମୟରେ ମାଆଙ୍କର ଅପାର ମହିମା ଜନମାନସରେ…

OJEE ପରୀକ୍ଷା ଶିଡ୍ୟୁଲ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଶିଡ୍ୟୁଲ ପ୍ରକାଶ ପାଇଛି । ମେ ମାସ ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ପ୍ରତ୍ୟେକ ଦିନ ୩ଟି ଶିଫ୍ଟରେ କମ୍ପ୍ୟୁଟର ବେସଡ୍…

ଗ୍ରୀଷ୍ମ ପ୍ରବାହ ପାଇଁ ବଡ଼ ନିଷ୍ପତ୍ତି: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଟାଇମିଂ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଅତ୍ୟଧିକ ତାତି କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ: RBI ଡେପୁଟୀ ଗଭର୍ଣ୍ଣର ରବି ଶଙ୍କରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟୀ ଗଭର୍ଣ୍ଣର ଟି. ରବି ଶଙ୍କରରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଛି । ଏ ସୂତ୍ରରୁ ଏ ବାବଦରେ ଜଣାପଡ଼ିଛି । ଆସନ୍ତା ମେ ମାସ ୩ ତାରିଖରୁ ରବି ଶଙ୍କରଙ୍କ…

WhatsApp ରେ ଆସିବ ଏହି ଆପ ଡାୟଲର ଫିଚର, ନମ୍ବର ସେଭ ନ କରି ବି କରିପାରିବେ କଲ

ନୂଆଦିଲ୍ଲୀ: ମେଟା ନିଜ ମେସେଜିଙ୍ଗ ଆପ ହ୍ୱାଟ୍ସଆପକୁ ଆହୁରି ଉନ୍ନତ କରିବା ଲାଗି ଏଥିରେ ଅନେକ ଫିଚର ଆଣିବାରେ ଲାଗିଛି । ବର୍ତ୍ତମାନ ହ୍ୱାଟ୍ସଆପ ଜରିଆରେ କୌଣସି ମଧ୍ୟ ଅନ୍ୟ ୟୁଜର୍ସଙ୍କୁ କଲ କରିବାକୁ ହେଲେ ତାଙ୍କ…

MCD ମେୟର ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୨୬ରେ ହେବ ଭୋଟିଂ, NOC ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଏପ୍ରିଲ ୧୯ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ…

ସାହାରା ରିଫଣ୍ଡ କ୍ଲେମ୍ ଆପଣଙ୍କର ରିଜେକ୍ଟ ହୋଇଯାଇଛି କି …..ଷ୍ଟାଟସ୍ ଚେକ୍ କିପରି କରିବେ?

ନୂଆଦିଲ୍ଲୀ: ସାହାରା ରିଫଣ୍ଡ ପାଇବା ପାଇଁ ଆବେଦନ କରିବା ପାଇଁ ଗତବର୍ଷ ଜୁଲାଇ ମାସ ୧୮ ତାରିଖରେ କେନ୍ଦ୍ର ସରକାର ଏକ ନୂଆ ପୋର୍ଟାଲ ଲଞ୍ଚ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ କେବଳ ୧୦ ହଜାର ଟଙ୍କାରୁ କମ୍ ରାଶି…

ଏହି ୯ଟି ବ୍ୟାଙ୍କରେ ମିଳୁଛି ସବୁଠାରୁ ଶସ୍ତା ଗୋଲ୍ଡ ଲୋନ, ଫଟାଫଟ ଚେକ୍ କରନ୍ତୁ ସୁଧ ଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସିରେ ଦୁଇ ବର୍ଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ ଲୋନ ୮.୫ ପ୍ରତିଶତର ସୁଧ ଦର ନିଆଯାଇପାରିବ । ଏହାର ମାସିକ ଇଏମଆଇ ୨୨ ହଜାର ୫୬୮ ଟଙ୍କା ପର୍ଯ୍ୟନ୍ତ ଆସିବ ।…