fbpx
Browsing Category

Top Stories

SSB ଆରମ୍ଭ କରିବ ‘Payment Related Query Portal’: ଜୁନିୟର ଆସିଷ୍ଟାଣ୍ଟ, ଅଧ୍ୟାପକ, ପିଜିଟି ପଦକୁ ନେଇ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ନିକଟରେ ଅଧ୍ୟାପକ, ପିଜିଟି ଶିକ୍ଷକ, ଜୁନିୟର ଆସିଷ୍ଟାଣ୍ଟ ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କିଛି ପ୍ରାର୍ଥୀ ଗୋଟିଏ…

ଝିଅ ଜନ୍ମ ହେବାରୁ ସବୁ ସୀମା ଟପିଲା ଜେଜେମା; ଦିବ୍ୟାଙ୍ଗ ଶିଶୁର ଗଳା ଚିପି କଲା ହତ୍ୟା

ଗ୍ୱାଲିୟର: ଗ୍ୱାଲିୟରର ଗୋଲପଡ଼ାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନବଜାତ ନାତୁଣୀକୁ କୋଳରେ ଖାଇବାକୁ ଦେବା ପରିବର୍ତ୍ତେ ଏବଂ ଜନ୍ମର ଖୁସି ପାଳନ କରିବା ପରିବର୍ତ୍ତେ ଜଣେ ନିଷ୍ଠୁର ଜେଜେମା ମାନବିକତାର…

ରାଜ୍ୟର ପ୍ରଥମ ଅଂଶୁଘାତ ମୃତ୍ୟୁ: SRC କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଝଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ୪୩.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ…

ଏଭରେଷ୍ଟ ‘ଫିସ୍ କରି’ ମସଲା ଉପରେ ଲାଗିଲା ପ୍ରତିବନ୍ଧ, ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଆଣିଲା ଏପରି ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ ମସଲା’ ଉପରେ ସିଙ୍ଗାପୁରରେ ଲାଗିଲା ପ୍ରତିବନ୍ଧ । ଏପ୍ରିଲ ୧୮ ତାରିଖରେ ଜାରି ଏକ ବୟାନ ଅନୁସାରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଏଭରେଷ୍ଟର ଫିସ୍ କରୀ…

ସାଥି ଅଭିଯୁକ୍ତଙ୍କୁ ଜେଲରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜେଲକୁ ସାଙ୍ଗକୁ ଭେଚିବାକୁ ଆସିଥିଲେ ହେଲେ ନିଜେ ବନ୍ଧା ହୋଇ ଜେଲ ଚାଲିଗଲେ । ସାଥି ଅଭିଯୁକ୍ତଙ୍କୁ ଜେଲ ରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ । ୧୧.୨.୨୦୨୪ରେ…

ରାଜ୍ୟରେ ଦୁଇ ଦିନ କାଳବୈଶାଖୀର ପ୍ରଭାବ: ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୧ ଏବଂ ୨୨ ତାରିଖରେ ଓଡିଶାରେ କାଳବୈଶାଖୀର ପ୍ରଭାବ ହେତୁ ଆସନ୍ତା ୨୧ ରୁ ୨୪ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ସାମାନ୍ୟ ହ୍ରାସ ପାଇବ । ଏହି ଗ୍ରୀଷ୍ମ ପ୍ରବାହରୁ…

big breaking: ମହାନଦୀରେ ବୁଡିଲା ଡଙ୍ଗା ; ଜଣେ ମୃତ, ୬ ନିଖୋଜ

ଭୁବନେଶ୍ୱର:ମହାନଦୀରେ ବୁଡିଲା ଡଙ୍ଗା । ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବୁଡି ଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି ।…

ଏସଏସବି ଅଧ୍ୟାପକ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଲାଗୁ କଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ବିଭିନ୍ନ କଲେଜରେ ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।…

(Video)ନାଗପୁରରେ ଆଜି ଭୋଟ ଦେଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା, ଭୋଟ ଦେବା ପରେ କହିଲେ ଏପରି

ନାଗପୁର:ମହାରାଷ୍ଟ୍ରରେ ୫ଟି ଆସନରେ ଆଜି ଲୋକମାନେ ପୁରା ଉତ୍ସାହର ସହ ଭୋଟ ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ନାଗପୁର ସିଟ୍‌ରୁ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା ନିଜର ଭୋଟ୍…

ଗେଷ୍ଟ ହାଉସରୁ ମିଳିଲା ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକଙ୍କ ଗଳିତ ମୃତଦେହ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି…