fbpx
Browsing Category

Top Stories

ବିଜେଡ଼ିର ପ୍ରାର୍ଥୀ ତାଲିକା ଘୋଷଣା, ବଡ଼ଚଣାରୁ ଲଢ଼ିବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି । ଷଷ୍ଠ ପର୍ଯାୟରେ ୯ ଜଣଙ୍କ ନାଁ ଘୋଷଣା କଲା ବିଜେଡ଼ି । ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇ ସରପ୍ରାଇଜ୍…

ଯେପରି ଆମେଥି ଛାଡିଲେ ସେହିପରି ୱେୟନାଡ ବି ଛାଡିବେ ରାହୁଲ, ନିର୍ବାଚନୀ ଜନସଭାରେ କଂଗ୍ରେସକୁ ମୋଦୀ କଲେ ଏପରି ଟାର୍ଗେଟ୍‌

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କାଲି ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଅନୁଷ୍ଠିତ ହୋଇଯାଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ନିବାଚନ ପ୍ରଚାର ଜାରି ରହିଛି ।…

ଏଲନ୍ ମସ୍କଙ୍କ ଭାରତ ଯାତ୍ରା ହେଲା ରଦ୍ଦ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାର ଥିଲା ଆଲୋଚନା

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲ ୨୧ ଓ ୨୨ରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ସେ ତାଙ୍କର ଯାତ୍ରା ସ୍ଥଗିତ କରି ଦେଇଛନ୍ତି । ଏହି ଯାତ୍ରା ସମୟରେ ସେ…

ଇତିହାସ ରଚିଲା ପୁଷ୍ପା ୨! ରିଲିଜ୍ ପୂର୍ବରୁ କଲା ୧୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ: ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର…

ହିମାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଭାରୀ ସଚିବ ତାଜିନ୍ଦର ସିଂ

+ ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ଏକ ଝଟକା ଲାଗିଛି । ରାଜ୍ୟର ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ତାଜିନ୍ଦର ସିଂ ବିଟୁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ,…

କ’ଣ ଆପଣଙ୍କ ପିଲା ଖାଇବା ସମୟରେ କରୁଛନ୍ତି କି ଏହି ଭୁଲ? ତେବେ ଶିଖାନ୍ତୁ ଏହି ୫ଟି ଅଭ୍ୟାସ

ପିଲାମାନଙ୍କୁ ଆରମ୍ଭରୁ ସୁସ୍ଥ ଖାଦ୍ୟ ଖାଇବାର ଅଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ସେ ସାରା ଜୀବନ ସୁସ୍ଥ ରୁହନ୍ତି । ଏହା ବ୍ୟତୀତ ପିଲାମାନଙ୍କ ମଧ୍ୟରେ କିଛି ଅଭ୍ୟାସ ଅଛି ଯାହା ରହିବା ଉଚିତ୍…

OpenAI ଭାରତରେ କଲା ପ୍ରଥମ ନିଯୁକ୍ତି, ପ୍ରଜ୍ଞା ମିଶ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ : ChatGPT କରୁଥିବା କମ୍ପାନୀ ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ…

BCCI ଟାର୍ଗେଟରେ କେ.ଏଲ ରାହୁଲ ଏବଂ ଋତୁରାଜ, ଏହି ଭୁଲ ପାଇଁ ଦେବେ ଜରିମାନା

ନୂଆଦିଲ୍ଲୀ: ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି IPL 2024 । ଚଳିତ IPLର ୩୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ମଧ୍ୟରେ ଉତ୍ତର ପ୍ରଦେଶର ଇକାନା ଷ୍ଟାଡିୟମରେ ମୁକାବିଲା…

ହଷ୍ଟେଲରେ ଜଣ୍ଡିସ ଅତଙ୍କ, ୨୮ ଛାତ୍ର ଆକ୍ରାନ୍ତ

ଓଡ଼ିଶା ଭାସ୍କର: କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ହଷ୍ଟେଲରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା…

(Video)ଇରାନ ପରେ ଇରାକରେ ଏୟାର ଷ୍ଟ୍ରାଇକ୍: ମିଲିଟାରୀ ବେସରେ ଜବରଦସ୍ତ ବିସ୍ଫୋରଣ, ଇସ୍ରାଏଲ ଉପରେ ଆକ୍ରମଣର ସନ୍ଦେହ

ନୂଆଦିଲ୍ଲୀ: ଇରାକର 'ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ' (ପିଏମଏଫ) କହିଛି ଯେ ଶୁକ୍ରବାର (ଏପ୍ରିଲ ୧୯) ରାତିରେ ଏହାର କଲସୋ ମିଲିଟାରୀ ବେସର କମାଣ୍ଡ ପୋଷ୍ଟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟିଛି । କାଲସୋ ମିଲିଟାରୀ…