fbpx

ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ, ଆସନ୍ତା ୧୫ରେ ୫ଟି ରାଜ୍ୟରେ ବନ୍ଦ ଡାକରା

ମାଲକାନଗିରି: ଆସନ୍ତା ୧୫ ତାରିଖରେ ୪ଟି ରାଜ୍ୟରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏନକାଉଣ୍ଟରକୁ ବିରୋଧ କରି ଏକ ଲିଖିତ ଚିଠି ମାଧ୍ୟମରେ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ପାଇଁ ସୂଚନା ଦିଆଯାଇଛି । ଗତ…

‘ଆଜି ବି ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଛି’, ମହିଳାଙ୍କୁ ଅର୍ଦ୍ଧନଗ୍ନ କରିବା ଘଟଣାକୁ ନେଇ ହାଇକୋର୍ଟଙ୍କ ବଡ଼ ଶୁଣାଣି

ଚଣ୍ଡିଗଡ଼: ପଞ୍ଜାବର ତରନତାରନ ଜିଲ୍ଲାରେ ୫୫ ବର୍ଷୀୟ ମହିଳା ସହ ତାଙ୍କ ପୁଅଙ୍କ ଶାଶୁଘର ଲୋକେ ମାରପିଟ କରି ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ବୁଲାଇଛନ୍ତି, କାରଣ ତାଙ୍କ ପୁଅ କୌଣସି ମହିଳାଙ୍କୁ ନେଇ ଫେରାର ହୋଇଯାଇଥିଲା ।…

କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ତାନଙ୍କୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର ଅନୁମତି ମିଳିବନି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏହି ନୂଆ ନିୟମ ଦ୍ୱାରା ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ସରକାରୀ କ୍ଷେତ୍ର କର୍ମଚାରୀମାନେ ପ୍ରଭାବିତ…

୨୦୦ ମିଟର ଖାଇ ମଧ୍ୟକୁ ଖସିଲା ପିକଅପ୍ ଭ୍ୟାନ: ୮ ଜଣଙ୍କ ମୃତ୍ୟୁ, ୩ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ପିକଅପ୍ ଭ୍ୟାନ ୨୦୦ ମିଟର ଖାଇ ମଧ୍ୟକୁ ଖସିବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା…

ବିଦେଶରେ ଦୃଶ୍ୟମାନ ହେଲା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଇଣ୍ଟରନେଟରେ ଭାଇରାଲ ହେଉଛି ବିରଳ ଦୃଶ୍ୟ

ଓଡ଼ିଶା ଭାସ୍କର: ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା । ଏହି ସୂର୍ଯ୍ୟ ପରାଗ ମେକ୍ସିକୋ, ଉତ୍ତର ଆମେରିକା, ଆମେରିକା ଏବଂ କାନାଡ଼ା ଦେଇ ଗତି କରିଥିଲା । ତେବେ ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ…

ପାକିସ୍ତାନର କ୍ୱେଟା ମସଜିଦରେ ବିସ୍ଫୋରଣ: ଆଫଗାନିସ୍ତାନରେ ଅନଲାଇନ୍ ମନି ଏକ୍ସଚେଞ୍ଜ ଉପରେ ଲାଗିଲା କଟକଣା

ଇସଲାମାବାଦ: ପାକିସ୍ତାନର କ୍ୱେଟାରେ ସୋମବାର ଦିନ ଏକ ମସଜିଦ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି । ଏଥିସହ ୧୨ ଜଣ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାଞ୍ଚ ଜଣ…

ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି । ଗତ ୫ ତାରିଖ ଦିନ ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୪ ଡିଗ୍ରୀରେ ପହଞ୍ଚିବା ସହିତ ଏସିଆର ଷଷ୍ଠ ଉତ୍ତପ୍ତ ସହର…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ:: ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।…

ରୁଷ ‘ବିପଜ୍ଜନକ ଖେଳ’ ଖେଳୁଛି, Zaporizhzhia ଆଣବିକ ଶକ୍ତି କେନ୍ଦ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ମସ୍କୋକୁ ଆହ୍ୱାନ କରିଛି

ୱାଶିଂଟନ୍‌: ଆମେରିକା ରୁଷକୁ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର(Zaporizhzhia nuclear power plant)ରୁ ନିଜ ସାମରିକ ତଥା ସାଧାରଣ ନାଗରିକଙ୍କୁ ପ୍ରତ୍ୟାହାର କରିବାକୁ କହିଛି । ଏହା ସହ ରୁଷ ଏହାର ଆଣବିକ ଶକ୍ତି…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିବେ ନା ବେଲ୍ ମିଳିବ? ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଜେଲରେ ହିଁ ରହିବେ କି ତାଙ୍କୁ ଜାମିନ ମିଳିବ, ଏହାର ନିଷ୍ପତ୍ତି ମଙ୍ଗଳବାର ଦିନ ହେବ । ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ…